ମମିତାଙ୍କ ଘରେ ବିଜେଡି ନେତା ଅଜୟ ଦାସ

ବଲାଙ୍ଗୀର: ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳର ଘନଘନ ଗସ୍ତ ପରେ ପ୍ରଥମ ଥର ପାଇଁ ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡି ନେତା। ଶନିବାର ସକାଳେ ସ୍ଥାନୀୟ ବିଜେଡି ନେତା ବଲାଙ୍ଗୀର ଝରଣୀ ଗାଁରେ ପହଞ୍ଚିଥିଲେ। ବିଜେଡି ନେତା ଅଜୟ ଦାସ ତାଙ୍କ ସମର୍ଥକଙ୍କ ସହିତ ଝରଣୀରେ ପହଞ୍ଚି ପଡ଼ୋଶୀ ଘରେ ଥିବା ମମିତାଙ୍କ ଭାଇ ବଣ୍ଟି ମେହେରଙ୍କୁ ଭେଟି ଆଲୋଚନା କରିଛନ୍ତି। ମୃତ ମମିତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ … Continue reading ମମିତାଙ୍କ ଘରେ ବିଜେଡି ନେତା ଅଜୟ ଦାସ